*CBI ସମନ ସମୟରେ ଦିଲ୍ଲୀ ଯାଇଥିଲେ କି ବିଷ୍ଣୁପଦ*
*-ବିଷ୍ଣୁପଦ ସେଠୀଙ୍କ ନାଁରେ ବୁକ୍ ହୋଇଥିଲା ହୋଟେଲ୍*
*-ଦିଲ୍ଲୀରେ ୨ ଦିନ ବୁକ୍ ହୋଇଥିଲା ହୋଟେଲ୍*
*-ଡିସେମ୍ବର ୧୧ରୁ ୧୩ ଯାଏ ବୁକ୍ ହୋଇଥିଲା ହୋଟେଲ*
*-ହୋଟେଲ ଅଶୋକାରେ ବୁକ୍ ହୋଇଥିଲା ହୋଟେଲ୍*
*-CBI ସମନ ପାଇବା ପରେ ଦିଲ୍ଲୀ ଯାଇଥିଲେ କି ବିଷ୍ଣୁପଦ*
*-ଅଶୋକ ହୋଟେଲରେ ଦୁଇ ଦିନ ଦୈନିକ ମାତ୍ର ₹୧୨୦ରେ ରହିଥିଲେ
ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


Post a Comment