BREAKING
Loading...
:

ଜାଣନ୍ତୁ ଗୋମତାଙ୍କୁ କେଉଁ ବାରରେ ରୁଟି ଦେଲେ କ’ଣ ସବୁ ଫଳ ମିଳେ…

 ଜାଣନ୍ତୁ ଗୋମତାଙ୍କୁ କେଉଁ ବାରରେ ରୁଟି ଦେଲେ କ’ଣ ସବୁ ଫଳ ମିଳେ…

(ମାନସ କୁମାର ସାହୁ) ହିନ୍ଦୁ ଧର୍ମରେ ଗାଈକୁ ଗୋମାତାର ମାନ୍ୟତା ଦିଆଯାଇଛି। ଗାଈଙ୍କୁ ଖାଇବାକୁ ଦେବା ପୁଣ୍ୟ କାମ ବୋଲି ବିବେଚନା କରାଯାଏ। କୁହାଯାଏ, ଗାଈଙ୍କୁ ରୁଟି ଦେବା ଦ୍ବାରା ପାପରୁ ମୁକ୍ତି ମିଳେ। ଜୀବନରେ ସୁଖ ଶାନ୍ତି ଆସେ। ତେବେ ଗାଈଙ୍କୁ କେଉଁ ବାରରେ ରୁଟି ଦେଲେ, କ’ଣ ସବୁ ଫଳ ମିଳେ, ସେ ସମ୍ପର୍କରେ ଜାଣିବା।


-ରବିବାର ଗାଈଙ୍କୁ ରୁଟି ଖାଇବାକୁ ଦେବା ଦ୍ବାରା ଗ୍ରହଦୋଷ ଦୂର ହୁଏ। ବିଶେଷକରି ସୂର୍ଯ୍ୟ ସମ୍ବନ୍ଧିତ ଦୋଷ ଦୂର ହୁଏ।ଗୁରୁବାର ଗାଈଙ୍କୁ ରୁଟି ଖାଇବାକୁ ଦେଲେ ବୃହସ୍ପତି ଗ୍ରହ ମଜଭୁତ ହୁଏ। ଏହା ଦ୍ବାରା ଜୀବନରେ ଉନ୍ନତି ପରିଲକ୍ଷିତ ହୁଏ।


-ଶନିବାର ଦିନ ଯଦି କଳା ଗାଈକୁ ରୁଟି ଖାଇବାକୁ ଦିଅନ୍ତି, ଏହା ଶନିଙ୍କ ଖରାପ ପ୍ରଭାବରୁ ରକ୍ଷା କରିଥାଏ।ବାସ୍ତୁ ଶାସ୍ତ୍ର ଅନୁସାରେ, ଗାଈଙ୍କୁ ନିୟମିତ ରୁଟି ଖାଇବାକୁ ଦେବା ଦ୍ବାରା ଘରେ ନକାରାତ୍ମକ ଶକ୍ତି ଦୂର ହୋଇ ସକାରାତ୍ମକତା ବିରାଜମାନ କରେ।

ମଣିଭଦ୍ରା ଖବର 

Post a Comment

Previous Post Next Post
Header ADS