BREAKING
Loading...
:

ରାଜ୍ୟର ସବୁ ମୁଖ୍ୟ ପୋଷ୍ଟ ଅଫିସରେ ଲିଙ୍କ୍ ଫେଲ୍, କାରବାର ଠପ୍ -୩ ଦିନ ହେଲାଣି ଲିଙ୍କ୍ ଫେଲ୍ ଯୋଗୁଁ କାରବାର ଠପ୍.*

 


*ରାଜ୍ୟର ସବୁ ମୁଖ୍ୟ ପୋଷ୍ଟ ଅଫିସରେ ଲିଙ୍କ୍ ଫେଲ୍, କାରବାର ଠପ୍ -୩ ଦିନ ହେଲାଣି ଲିଙ୍କ୍ ଫେଲ୍ ଯୋଗୁଁ କାରବାର ଠପ୍.*

*-ଭୁବନେଶ୍ୱର ପ୍ରଧାନ ଡାକଘର ଅଫିସରେ ବି ସମାନ ଅବସ୍ଥା*

*-ଲିଙ୍କ୍ ଫେଲ୍ ବୋଲି ସାଇନ୍‌ ବୋର୍ଡରେ ଲେଖା ହୋଇଛି*

*-ଟଙ୍କା ଜମା ଓ ଉଠାଣ ପାଇଁ ଆସୁଥିବା ଲୋକେ ହନ୍ତସନ୍ତ.

ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS