*କଟକ ବାଲିଯାତ୍ରାରେ ଫୁଟପାଥରେ ବସିପାରିବେନି ଉଠା ଦୋକାନୀ*
-ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ କଟକ ଜିଲ୍ଲାପାଳଙ୍କ ନିଷେଧାଦେଶ*
*-ଜୋବ୍ରାରୁ ଚହଟା , ଉପର ଓ ତଳ ପଡ଼ିଆ ରାସ୍ତାରେ ବସିବା ମନା*
*-ଫୁଟପାଥରେ ବ୍ୟବସାୟ ନିଷେଧ ପାଇଁ ଜାରି ହେଲା ୧୬୩ ଧାରା
*ଆଜିଠାରୁ ୨୪ ତାରିଖ ପର୍ଯ୍ୟନ୍ତ ଜାରି ହେଲା ନିଷେଧାଦେଶ*
*-ଉଠାଦୋକାନୀଙ୍କ ବ୍ୟବସାୟ ପାଇଁ ତଳପଡ଼ିଆରେ ସ୍ବତନ୍ତ୍ର ଜାଗା*
*-ବ୍ୟବସାୟ ପାଇଁ ତଳ ପଡ଼ିଆରେ ୨୦ ହଜାର ବର୍ଗଫୁଟ ସ୍ଥାନ ଚିହ୍ନଟ*
*-ୟୁଜର ଫି ଦେଇ ସେଠାରେ ବ୍ୟବସାୟ କରିପାରିବେ ଉଠାଦୋକାନୀ.
ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


Post a Comment