BREAKING
Loading...
:

କଟକରେ କଲେଜ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ମାମଲାରେ ଡିସିପିଙ୍କ ପ୍ରେସମିଟ୍

 -କଟକରେ କଲେଜ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ମାମଲାରେ ଡିସିପିଙ୍କ ପ୍ରେସମିଟ୍

ଘଟଣାରେ ସମ୍ପୃକ୍ତ ୬ ଜଣଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଛି

-୪ ତାରିଖରେ ବାଦାମବାଡ଼ି ଥାନାରେ ମାମଲା ରୁଜୁ ହୋଇଥିଲା

-୫ ତାରିଖରେ ୩ ଓ ୬ ତାରିଖରେ ଆଉ ୩ ଜଣଙ୍କୁ ଗିରଫ କରାଗଲା

-ଗିରଫଙ୍କ ମଧ୍ୟରେ ଜଣେ ନାବାଳକ ଥିବା ଡିସିପିଙ୍କ ସୂଚନା 

-୬ ଜଣଙ୍କ ମୋବାଇଲ ସିଜ୍ ହୋଇଛି, ସମସ୍ତ ଭିଡିଓ ଯାଞ୍ଚ କରାଯିବ

-ଅଭିଯୁକ୍ତଙ୍କ ବିରୋଧରେ SC/ST ଆକ୍ଟ ଓ IT ଆକ୍ଟ ଲାଗିଛି

-SFSLକୁ ମୋବାଇଲ ପଠାଯିବ, ଖୁବଶୀଘ୍ର ଚାର୍ଜସିଟ ଦାଖଲ ହେବ

ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS