BREAKING
Loading...
:

ମ୍ୟାଲେରିଆ ନିୟନ୍ତ୍ରଣ ସମ୍ବନ୍ଧୀୟ ଜନ ସଚେତନତା କାର୍ଯ୍ୟକ୍ରମ

 ମ୍ୟାଲେରିଆ ନିୟନ୍ତ୍ରଣ ସମ୍ବନ୍ଧୀୟ ଜନ ସଚେତନତା କାର୍ଯ୍ୟକ୍ରମ 


ନୂଆଗାଁ (ମଣିଭଦ୍ରା ଖବର) ସ୍ବୟଂ ସହାୟକ ଗୋଷ୍ଠୀ ସଭ୍ୟାଙ୍କ ଦ୍ବାରା ମ୍ୟାଲେରିଆ ନିୟନ୍ତ୍ରଣ ସମ୍ବନ୍ଧୀୟ ଜନସଚେତନ କାର୍ଯ୍ୟକ୍ରମ ଅନୁଷ୍ଠିତ। ଏହି କାର୍ଯ୍ୟକ୍ରମ ରେ  ଦୋଳମୁଣ୍ଡାଇ ସୟଂ ସହାୟକ ଗୋଷ୍ଠୀ ର ମହିଳା ମାନେ ଜନସଚେତନ ଓ  ମ୍ୟାଲେରିଆ ନିୟନ୍ତ୍ରଣ ସମ୍ବନ୍ଧୀୟ ଅନେକ ଲୋକବାଣୀ ପ୍ରକାଶ କରିଥିଲେ। ଏହି କାର୍ଯ୍ୟକ୍ରମ ଦୋଳମୁଣ୍ଡାଇ ଏସ,ଏଚ,ଜି ସଭାପତି ମଞ୍ଜୁଳା ନାୟକ ଙ୍କ ନେତୃତ୍ବରେ ହେଇଥିଲା । ସେମାନେ ଗାଁ ଗାଁ ବୁଲି ମ୍ୟାଲେରିଆ ନିରାକରଣ ସମ୍ପର୍କରେ ସଚେତନ କରିଥିଲେ । 

ଆକାଶ କୁମାର ନାୟକ, ନୂଆଗାଁ 


Post a Comment

Previous Post Next Post
Header ADS