ମ୍ୟାଲେରିଆ ନିୟନ୍ତ୍ରଣ ସମ୍ବନ୍ଧୀୟ ଜନ ସଚେତନତା କାର୍ଯ୍ୟକ୍ରମ
ନୂଆଗାଁ (ମଣିଭଦ୍ରା ଖବର) ସ୍ବୟଂ ସହାୟକ ଗୋଷ୍ଠୀ ସଭ୍ୟାଙ୍କ ଦ୍ବାରା ମ୍ୟାଲେରିଆ ନିୟନ୍ତ୍ରଣ ସମ୍ବନ୍ଧୀୟ ଜନସଚେତନ କାର୍ଯ୍ୟକ୍ରମ ଅନୁଷ୍ଠିତ। ଏହି କାର୍ଯ୍ୟକ୍ରମ ରେ ଦୋଳମୁଣ୍ଡାଇ ସୟଂ ସହାୟକ ଗୋଷ୍ଠୀ ର ମହିଳା ମାନେ ଜନସଚେତନ ଓ ମ୍ୟାଲେରିଆ ନିୟନ୍ତ୍ରଣ ସମ୍ବନ୍ଧୀୟ ଅନେକ ଲୋକବାଣୀ ପ୍ରକାଶ କରିଥିଲେ। ଏହି କାର୍ଯ୍ୟକ୍ରମ ଦୋଳମୁଣ୍ଡାଇ ଏସ,ଏଚ,ଜି ସଭାପତି ମଞ୍ଜୁଳା ନାୟକ ଙ୍କ ନେତୃତ୍ବରେ ହେଇଥିଲା । ସେମାନେ ଗାଁ ଗାଁ ବୁଲି ମ୍ୟାଲେରିଆ ନିରାକରଣ ସମ୍ପର୍କରେ ସଚେତନ କରିଥିଲେ ।
ଆକାଶ କୁମାର ନାୟକ, ନୂଆଗାଁ


إرسال تعليق