ନୋଏଲ ଟାଟା ହେଲେ ଟାଟା ଟ୍ରଷ୍ଟ ଅଧ୍ୟକ୍ଷ
-ଟାଟା ଟ୍ରଷ୍ଟର ଅଧ୍ୟକ୍ଷ ଭାବେ ନୋଏଲ ଟାଟା ନିଯୁକ୍ତ
-ରତନ ଟାଟାଙ୍କ ବିୟୋଗ ପରେ ନୋଏଲ ଅଧ୍ୟକ୍ଷ ନିଯୁକ୍ତ
-୪୦ ବର୍ଷର ଅଭିଜ୍ଞତା ଥିବା ନୋଏଲ ସର୍ବସମ୍ମତିରେ ନିଯୁକ୍ତ
-ରତନ ଟାଟାଙ୍କ ସାବତ ଭାଇ ହେଉଛନ୍ତି ନୋଏଲ୍
-ଟାଟା ପରିବାର ମଧ୍ୟରୁ ସର୍ବାଗ୍ରେ ଥିଲେ ନୋଏଲ୍ #TataGroup
ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


Post a Comment