BREAKING
Loading...
:

କଣ୍ଟାମାଳ ବ୍ଲକ ପ୍ରୋଜେକ୍ଟ କୋଡିନେଟର ଙ୍କ ଆତ୍ମହତ୍ୟା

 କଣ୍ଟାମାଳ ବ୍ଲକ ପ୍ରୋଜେକ୍ଟ କୋଡିନେଟର ଙ୍କ ଆତ୍ମହତ୍ୟା l 



 

ସୁବର୍ଣ୍ଣପୁର (ମଣିଭଦ୍ରା ଖବର) ବ୍ଲକ ପ୍ରୋଜେକ୍ଟ କୋଡିନେଟରଂକ ଆତ୍ମହତ୍ୟା l ବୌଦ୍ଧ ଜିଲ୍ଲା କଂଟାମାଳ ବ୍ଲକ ପ୍ରୋଜେକ୍ଟ କୋଡିନେଟର ( ବିପିସି) ଠାକୁର ବେହେରା କରିଛନ୍ତି  ଆତ୍ମହତ୍ୟା ।କଣ୍ଟାମାଳ ବ୍ଲକ କଲୋନୀ ସ୍ଥିତ ସରକାରୀ ବାସଭବନରେ ବେକରେ ଦୌଡି ଲଗାଇ ଆତ୍ମହତ୍ୟା କରିଥିବା ଦେଖିବାକୁ ମିଳିଛି । ଠାକୁର ବେହେରା ସରକାରୀ ବାସ ଭବନରେ ପରିବାର ନେଇ ରହୁଥିବାବେଳେ    ସେ  ତାଙ୍କ ସ୍ତ୍ରୀ ଓ ନିଜର ସନ୍ତାନ କୁ ନେଇ ଶୁକ୍ରବାର ଦିନ ବୌଦ୍ଧ ଜିଲ୍ଲାର ପୁଡାବଲସ ସ୍ଥିତ ନିଜ ଘରକୁ ଯାଇଥିଲେ ।  ଫଳରେ ଚାରିଦିନ ହେଲା  ଠାକୁର ଏକାକି ଥିବା ଜଣାପଡିଛି । ତେବେ କାହିଁକି ଓ କେଉଁ ପରିସ୍ଥିତିରେ ଠାକୁର ଆତ୍ମହତ୍ୟା କରିଛନ୍ତି ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ । ଖବର ପାଇ କଂଟାମାଳ ପୋଲିସ ସାଇଣ୍ଟିଫିକ ଟିମ ସହାୟତାରେ ତଦନ୍ତ ଆରମ୍ଭ କରିଛନ୍ତି l 


ରିପୋର୍ଟ, ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର

Post a Comment

Previous Post Next Post
Header ADS