BREAKING
Loading...
:

ଭାଗବତ ପାରାୟଣ ଓପ୍ରବଚନ ମହାଯଜ୍ଞ

 ଭାଗବତ ପାରାୟଣ ଓ ପ୍ରବଚନ ମହାଯଜ୍ଞ 




ଦଶପଲ୍ଲା (ମଣିଭଦ୍ରା ଖବର)ନୟାଗଡ ଜିଲ୍ଲାର ଦଶପଲ୍ଲା ଏନ୍ ଏ ସି ଅନ୍ତର୍ଗତ ୧୧/୯ ଦଶପଲ୍ଲା ଦୁର୍ଗାବଜାର କଲୋନୀ ପରିସରରେ ଭାଗବତ ପାରାୟଣ ଓ ପ୍ରବଚନ ମହାଯଜ୍ଞ ଅନୁଷ୍ଠିତ ହୋଇଯାଇଛି, ଦିର୍ଘ ୭ ଦିନ ଧରି କଲୋନୀ ପରିସରରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା, ନିତ୍ୟ ପାରାୟଣ ପାଠକ ଵ୍ୟାସ ଥିଲେ ଗଂଗାମାତା ମଠ ପୁରୀର ସନାତନ ଦାସଜୀ ମହାରାଜା ,ପ୍ରତ୍ୟହ ସନ୍ଧ୍ୟା ସମୟରୁ ରାତ୍ର ୧୦ ଟା ପର୍ଯ୍ୟନ୍ତ ପ୍ରବଚନ କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା, ଏହି ପ୍ରଵଚନ କାର୍ଯ୍ୟକ୍ରମରେ କୃପାସିନ୍ଧୁ ମହାରାଜା, ଅନ୍ତର୍ଯ୍ୟାମୀ ମହାରାଜା, ପଣ୍ଡିତ ଅଶୋକ ଦାଶ,ଏବଂ ଶ୍ରୀଧର ଦାସ ମହାରାଜା ପ୍ରମୁଖ ଯୋଗଦାନ କରି ପ୍ରବଚନ ଦେଇଥିଲେ ଉକ୍ତ ପ୍ରବଚନ କାର୍ଯ୍ୟକ୍ରମରେ ବହୁ ଭକ୍ତ ଯୋଗଦାନ କରି ପ୍ରଵଚନ ଶ୍ରଵଣ କରିଥିଲେ ପ୍ରଥମ ବାର୍ଷିକ ଏହି କାର୍ଯ୍ୟକ୍ରମରେ ପ୍ରତ୍ୟହ ଵହୁ ଲୋକଙ୍କ ସମାଗମ ହେଵାସହ ପୂର୍ଣାହୁତି ଦିନ ଭକ୍ତଙ୍କ ସମାଗମ ହୋଇଥିଲା, ଏହି କାର୍ଯ୍ୟକ୍ରମକୁ ଦୁର୍ଗାଵଜାର କଲୋନୀ ବାସିନ୍ଦା ପରିଚାଳନା କରିଥିଲେ ।


ଦଶପଲ୍ଲା ରୁ ଚିତ ରଂଜନ ମିଶ୍ର ଙ୍କ ମଣି ଭଦ୍ରା ଖବର,

Post a Comment

Previous Post Next Post
Header ADS