OCA ନିର୍ବାଚନ ପାଇଁ ଵାଟ ଫିଟିଲା l
OCA ନିର୍ବାଚନ ପାଇଁ ଵାଟ ଫିଟିଲା l
ଓସିଏ ସ୍ବତନ୍ତ୍ର ସାଧାରଣ ପରିଷଦ ବୈଠକରେ ଗୁରୁତ୍ତ୍ୱପୂର୍ଣ୍ଣ ନିଷ୍ପତ୍ତି l
ଓସିଏ କାଉନସିଲ ନିର୍ବାଚନ ପାଇଁ ଵୈଠକରେ ନିଷ୍ପତ୍ତି l
ଡିସେମ୍ବର ୨୪ ଅନ୍ତର୍ଜାତୀୟ ଟି-ଟ୍ବେଣ୍ଟି ପରେ ହେଵ ନିର୍ବାଚନ l
ଲୋଧା କମିଟି ସୁପାରିଶ ଆଧାରରେ ହେଵ ନିର୍ବାଚନ l
ଓସିଏ ସଭାପତି ପଙ୍କଜଲୋଚନ ମହାନ୍ତିଙ୍କ ସୂଚନା l
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


إرسال تعليق