BREAKING
Loading...
:

ପୌର ନିର୍ବାଚନ ନେଇ ପ୍ରକ୍ରିୟା ଆରମ୍ଭ, ମ୍ୟୁନିସିପାଲିଟି ଓ NAC ସୀମା ନିର୍ଦ୍ଧାରଣ ପାଇଁ ନିର୍ଦ୍ଦେଶ

 ପୌର ନିର୍ବାଚନ ନେଇ ପ୍ରକ୍ରିୟା ଆରମ୍ଭ, ମ୍ୟୁନିସିପାଲିଟି ଓ NAC ସୀମା ନିର୍ଦ୍ଧାରଣ ପାଇଁ ନିର୍ଦ୍ଦେଶ



ପୌର ନିର୍ବାଚନ ନେଇ ପ୍ରକ୍ରିୟା ଆରମ୍ଭ । ମ୍ୟୁନିସିପାଲିଟି, NAC ସୀମା ନିର୍ଦ୍ଧାରଣ ଓ ସଂରକ୍ଷଣ ପାଇଁ ନିର୍ଦ୍ଦେଶ । ବୌଦ୍ଧକୁ ଛାଡ଼ି ସବୁ ଜିଲ୍ଲାପାଳଙ୍କୁ ନଗର ଉନ୍ନୟନ ବିଭାଗର ଚିଠି ।୨୦୨୭ ଜାନୁଆରୀ ୩୦ ସୁଦ୍ଧା କାମ ସାରବିାକୁ ନିର୍ଦ୍ଦେଶ ।


ସୂଚନାନୁଯାୟୀ, ଡିସେମ୍ବର ୧୦ରେ ଚିଠା ବିଜ୍ଞପ୍ତି ପ୍ରକାଶ ପାଇବ ।ଡିସେମ୍ବର ୧୯ ତାରିଖ ସୁଦ୍ଧା ଅଭିଯୋଗ ଦାଖଲ କରିପାରିବେ । ଡିସେମ୍ବର ୨୪ରେ ବିଜ୍ଞପ୍ତି ପ୍ରକାଶ ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଡିସେମ୍ବର ୨୪ରୁ ଜାନୁଆରୀ ୭ ସୁଦ୍ଧା ବିଜ୍ଞପ୍ତି ପ୍ରକାଶ ଉପରେ ଅପିଲ୍ କରାଯାଇଛି । ଜାନୁଆରୀ ୧୫ରୁ ୨୫ ଭିତରେ ଅପିଲ୍ ଉପରେ ଶୁଣାଣି କରାଯିବ ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS