BREAKING
Loading...
:

ଗୁଳିମାଡ଼ କରି ନିଜେ ମେଡିକାଲ ନେଲେ ଅଭିଯୁକ୍ତ l

 



ଗୁଳିମାଡ଼ କରି ନିଜେ ମେଡିକାଲ ନେଲେ ଅଭିଯୁକ୍ତ l

ରାଜଧାନୀ ଗୁଳିକାଣ୍ଡ ଘଟଣାରେ ବଡ଼ ଟ୍ୱିଷ୍ଟ l

ଗୁଳିମାଡ଼ ପରେ ଗୁରୁତର ଯୁବକଙ୍କୁ ନିଜେ ଗାଡ଼ିରେ ମେଡିକାଲ ନେଉଥିଲେ ଅଭିଯୁକ୍ତ l

ବାଟରେ ନେବାବେଳେ ଗୁରୁତର ଯୁବକଙ୍କ ହୋଇଥିଲା  ମୃତ୍ୟୁ l

ଶିଶୁପାଳଗଡ ଗାଁରେ ଗୁଳିକାଣ୍ଡ; ମାଉସୀ ମା' ଛକ ଓଭର ବ୍ରିଜ୍ ଉପରେ ମୃତ୍ୟୁ l

୨ ଜଣଙ୍କୁ ଅଟକ ରଖି ଧଉଳି ଥାନା ପୋଲିସର ତଦନ୍ତ l


ଭୁବନେଶ୍ୱର ଶିଶୁପାଳଗଡ଼ ଗୁଳିକାଣ୍ଡ; ଗଙ୍ଗୁଆ କେନାଲରୁ ମିଳିଲା ବନ୍ଧୁକ l

ଅଭିଯୁକ୍ତ ଦେଖାଇବା ପରେ କେନାଲରୁ ବନ୍ଧୁକ ଜବତ କଲା ପୋଲିସ l

ଅଗ୍ନିଶମ ବାହିନୀର ସହାୟତାରେ ବନ୍ଧୁକ ଠାବ କଲା ପୋଲିସ l

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS