BREAKING
Loading...
:

ଦୀଘା ମନ୍ଦିର ନାଁ ବଦଳାଇଲେ ପଶ୍ଚିମବଙ୍ଗ CM

 *ଦୀଘା ମନ୍ଦିର ନାଁ ବଦଳାଇଲେ ପଶ୍ଚିମବଙ୍ଗ CM*।



ଦୀଘା ଜଗନ୍ନାଥ ମନ୍ଦିରରୁ ‘ଧାମ’ ଶବ୍ଦ ହଟାଇ ଦେଲେ ପଶ୍ଚିମବଙ୍ଗ CM.।

ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଲେ WB ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ।

ଦୀଘା ଜଗନ୍ନାଥ ମନ୍ଦିରର ନାମ ‘ଶ୍ରୀ ଶ୍ରୀ ଜଗନ୍ନାଥ ମନ୍ଦିର’ ହେଲା ।

ମନ୍ଦିର ପରିସର ହେଲା ‘ଶ୍ରୀ ଶ୍ରୀ ଜଗନ୍ନାଥ କଲ୍ଚରାଲ୍ ସେଣ୍ଟର’ ।

ଶ୍ରୀଜଗନ୍ନାଥ ଓ ଶ୍ରୀଜଗନ୍ନାଥ ଧାମ ପୁରୀକୁ ସମ୍ମାନ ଜଣାଉଛି- ଶୁଭେନ୍ଦୁ

ତ୍ୱରିତ ପଦକ୍ଷେପ ପାଇଁ ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS