ଓଡ଼ିଶାର ଗଞ୍ଜାମ ଜିଲ୍ଲା, ପାତ୍ରପୁର ବ୍ଲକ ଅନ୍ତର୍ଗତ ବି. ନୂଆଗାଁ ଗ୍ରାମ ପଞ୍ଚାୟତର ସାବରଦେବୀପେଟା ଗ୍ରାମର ବାସିନ୍ଦା, ପାଣ୍ଡି ବୈରୟ୍ୟାଙ୍କ ପୁଅ ପାଣ୍ଡି କୁରେଶ (ବୟସ ୪୦), ବାତ୍ୟାଜନିତ ବନ୍ୟା ପରଠାରୁ ଗତ ୪ଦିନ ଧରି ନିଖୋଜ ଥିଲେ। ତାଙ୍କ ମୃତଦେହ ଆନ୍ଧ୍ରପ୍ରଦେଶର ଧର୍ମାପୁର ଗ୍ରାମ ନିକଟସ୍ଥ ନଦୀ କୂଳରୁ ମିଳିଛି। ଓଡ଼ିଶା ପ୍ରଶାସନଙ୍କ ଏଭଳି ଅବହେଳା ଅତ୍ୟନ୍ତ ଲଜ୍ଜାଜନକ; ସେମାନେ ମୃତଦେହଟିକୁ ମଧ୍ୟ ଖୋଜି ପାଇପାରିଲେ ନାହିଁ।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


إرسال تعليق