ଭାରତୀୟ ବଂଶୋଦ୍ଭବଙ୍କ ଦବ୍ଦବା ।
ଆମେରିକା ନିର୍ବାଚନରେ ଭାରତୀୟ ବଂଶୋଦ୍ଭବଙ୍କ ଦବ୍ଦବା।
ଆମେରିକା ନିର୍ବାଚନରେ ଜିତିଲେ ଭାରତୀୟ ବଂଶୋଦ୍ଭବ ୩ ନେତା ।
ଫ୍ଲୋରିଡାରୁ ଡେମୋକ୍ରାଟିକ୍ ପାର୍ଟି ନେତା ପିଆ ଡାଣ୍ଡିଆ ବିଜୟ ।
ରିପବ୍ଲିକାନ୍ ମେରାଇନ୍ ଅଭିଜ୍ଞ କେସି ଆସ୍କରଙ୍କୁ ହରାଇଲେ ପିଆ ।
ଭର୍ଜିନିଆରୁ ଡେମୋକ୍ରାଟିକ୍ ପାର୍ଟିର ସୁହାସ ସୁବ୍ରମଣ୍ୟମ୍ ପୁନଃନିର୍ବାଚିତ ।
ଓବାମାଙ୍କ ପୂର୍ବତନ ପରାମର୍ଶଦାତା ସୁହାସ ପ୍ରତିନିଧି ସଭାକୁ ନିର୍ବାଚିତ ।
ମେରିଲ୍ୟାଣ୍ଡର ଲେଫ୍ଟନାଣ୍ଟ ଗଭର୍ଣ୍ଣର ଭାବେ ଅରୁଣା ମିଲର ପୁନଃନିର୍ବାଚିତ ।
ରିପବ୍ଲିକାନ୍ ପ୍ରାର୍ଥୀ ରବ କ୍ରୋପଙ୍କୁ ପରାସ୍ତ କରି ଅରୁଣା ବିଜୟ ।
ହାଇଦ୍ରାବାଦରେ ଡେମୋକ୍ରାଟିକ୍ ପାର୍ଟିର ଅରୁଣା ମିଲରଙ୍କ ଜନ୍ମ ।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


إرسال تعليق