ୟୁକ୍ରେନ୍ ଉପରେ ଋଷର ବୋମାମାଡ଼; ୨୬ ମୃତ
ୟୁକ୍ରେନ୍ର ରିଲିଫ୍ ବଣ୍ଟନ କେନ୍ଦ୍ରରେ ଋଷର ବୋମାମାଡ଼; ୨୬ ମୃତ
ବୋମାମାଡରେ ୫ ଜଣ ଆହତ, ୨୭ ଜଣ ନିଖୋଜ ସୂଚନା ।
ୟୁକ୍ରେନର ଜାପୋରିଝିଆ ଅଞ୍ଚଳର ଏକ ସ୍କୁଲ୍ରେ ବୋମାମାଡ ।
ଏକ ସ୍କୁଲକୁ ରିଲିଫ୍ ବଣ୍ଟନ କେନ୍ଦ୍ର ଭାବରେ ବ୍ୟବହାର କରାଯାଉଥିଲା ।
ଆକ୍ରମଣକୁ 'ଅତ୍ୟନ୍ତ ଭୟାବହ' ବୋଲି କହିଲେ ୟୁକ୍ରେନ ରାଷ୍ଟ୍ରପତି
।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


إرسال تعليق