*ପ୍ରେମ ପ୍ରତାରଣା ଅଭିଯୋଗରେ ଫିଲ୍ମ ପ୍ରଡ୍ୟୁସର ଅଟକ । ବିବାହ କରିବା ଆଳରେ ୫ ଲକ୍ଷ ଟଙ୍କା ନେଇ ଛୁ ମାରିଥିବା ଅଭିଯୋଗ। ଭରତପୁର ଥାନାରେ ଅଭିଯୋଗ ପରେ ଅଭିନେତା ତଥା ପ୍ରଯୋଜକ ରାକେଶ ପାଢୀଙ୍କୁ ଅଟକ ରଖିଛି ପୋଲିସ*
ଲଭ୍ସେକ୍ସଧୋକା: #ଅଭିନେତାଅଟକ ।
ଲଭ୍ ସେକ୍ସ ଧୋକା: ଅଭିନେତାଙ୍କୁ ଅଟକ ରଖିଲା କମିଶନରେଟ ପୋଲିସ ।
ଅଭିନେତା ତଥା ପ୍ରଯୋଜକ ରାକେଶ ପାଢୀ ଅଟକ,
ବିବାହ କରିବା ଆଳରେ ଟଙ୍କା ନେଇ ଛୁ ମାରିଥିଲେ ।
ଭରତପୁର ଥାନାରେ ଅଭିଯୋଗ ପରେ ଉଠାଇ ନେଲା ପୋଲିସ ।
ପୀଡ଼ିତାଙ୍କ ସହ ଏକ ପାର୍ଟିରେ ଦେଖା ହେବା ପରେ ସମ୍ପର୍କ ବଢିଥିଲା ।
ବିଭିନ୍ନ ପର୍ଯ୍ୟାୟରେ ୫ ଲକ୍ଷରୁ ଅଧିକ ଟଙ୍କା ନେଇଥିବା ଅଭିଯୋଗ ।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


إرسال تعليق