BREAKING
Loading...
:

ଛାତ୍ରଛାତ୍ରୀଙ୍କ ପାଇଁ ବାଘ ସତର୍କତା

 



*ଛାତ୍ରଛାତ୍ରୀଙ୍କ ପାଇଁ ବାଘ ସତର୍କତା*

ସମ୍ୱଲପୁର ବିଶ୍ୱବିଦ୍ୟାଳୟ ନିକଟସ୍ଥ ଅଂଚଳ ପାଇଁ ସତର୍କତା l

ଓରାମପଡ଼ା ଅଂଚଳର ଛାତ୍ରଛାତ୍ରୀଙ୍କ ପାଇଁ 'ବାଘ' ସତର୍କତା l

ସତର୍କ ହୋଇ ଚଳପ୍ରଚଳ କରିବାକୁ ବନ ବିଭାଗର ପରାମର୍ଶ l

ବିଶେଷ କରି ସନ୍ଧ୍ୟା ଓ ରାତିରେ ନ ବୁଲିବାକୁ କଡ଼ା ନିର୍ଦ୍ଦେଶ l

ଜଙ୍ଗଲ, ବୁଦା ଓ ବିଚ୍ଛିନ୍ନାଞ୍ଚଳରୁ ଦୂରେଇ ରହିବାକୁ ପରାମର୍ଶ l

କୌଣସି ବନ୍ୟପ୍ରାଣୀ ସହ ସେଲ୍‌ଫି ନେବାକୁ ଚେଷ୍ଟା କରନ୍ତୁ ନାହିଁ l

କୌଣସି ଅଜଣା ଜନ୍ତୁ ଦେଖିଲେ କର୍ତ୍ତୃପକ୍ଷଙ୍କୁ ଜଣାଇବାକୁ ନିର୍ଦ୍ଦେଶ l

ଜରୁରୀ ପରିସ୍ଥିତିରେ ୧୧୨କୁ କଲ୍ କରିବାକୁ ପରାମର୍ଶ l

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS