୬ ମାସ ପାଇଁ ବନ୍ଦ ହେଲା ବାବା କେଦାରନାଥଙ୍କ ଦ୍ୱାର !
- ଶେଷ ହେଲା ଚଳିତ ବର୍ଷର କେଦାରନାଥ ଧାମ ଯାତ୍ରା ।
- ଶୀତ ଋତୁ ପାଇଁ ବନ୍ଦ ହେଲା ବାବାଙ୍କ ମନ୍ଦିର କପାଟ ।
- ପ୍ରବଳ ତୁଷାରପାତ ଯୋଗୁଁ ୬ ମାସ ଦର୍ଶନ ବନ୍ଦ ।
- କପାଟ ବନ୍ଦର ବିଶେଷ ମୁହୂର୍ତ୍ତର ସାକ୍ଷୀ ହେଲେ ହଜାର ହଜାର ଭକ୍ତ ।
- କେଦାରନାଥ ସହ ବନ୍ଦ ହେଲା ଗଙ୍ଗୋତ୍ରୀ ଧାମ କପାଟ ।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


إرسال تعليق