BREAKING
Loading...
:

ପୂର୍ବତନ ସାଂସଦଙ୍କ ଆତ୍ମସମର୍ପଣ

 



ପୂର୍ବତନ ସାଂସଦଙ୍କ ଆତ୍ମସମର୍ପଣ ।

- ରାୟଗଡା: ୨୦୧୦ ମସିହା ବହୁ ଚର୍ଚ୍ଚିତ ମାଗିରଥି ମାଣ୍ଡାଙ୍ଗୀ ହତ୍ୟା ଘଟଣା ।

- ପୂର୍ବତନ ରାଜ୍ୟସଭା ସାଂସଦ ଏନ୍ ଭାସ୍କର ରାଓଙ୍କ ସମେତ ୪ ଜଣଙ୍କ ଆତ୍ମସମର୍ପଣ ।

- ରାୟଗଡା SDJM କୋର୍ଟରେ କଲେ ଆତ୍ମସମର୍ପଣ ।

- ଏହି ଘଟଣାରେ ମୋଟ୍ ୫ ଜଣ ଅଭିଯୁକ୍ତ ଅଛନ୍ତି ।

- ଅଭିଯୁକ୍ତଙ୍କ ଆଗୁଆ ଜାମିନକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ ପ୍ରତିପକ୍ଷ ।

- ୧୫ ଦିନ ମଧ୍ୟରେ ସବୁ ଅଭିଯୁକ୍ତଙ୍କୁ ତଳ କୋର୍ଟରେ ଆତ୍ମସମର୍ପଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ କୋର୍ଟ ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS