BREAKING
Loading...
:

କେନ୍ଦ୍ର ସରକାରଙ୍କ ହାତ ଛାଡ଼ିବାକୁ ସୂଚନା ଦେଲେ:#ଚନ୍ଦ୍ର l

 



କେନ୍ଦ୍ରସରକାରଙ୍କହାତଛାଡ଼ିବାକୁସୂଚନାଦେଲେ:#ଚନ୍ଦ୍ର l

ତୁମେ ଜ୍ଞାନେଶ କୁମାରଙ୍କୁ ଛାଡ଼, ନଚେତ ଆମେ ତୁମକୁ ବାଏ ବାଏ କହିବାକୁ ବାଧ୍ୟ ହେବୁ: ଚନ୍ଦ୍ରବାବୁ! ଭୋଟ ଚୋରି ଜରିଆରେ ବୀରୋଧିଙ୍କୁ ହଇରାଣ କରାଯାଉଛି କହିଲେ ଚନ୍ଦ୍ରବାବୁ। ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବି କରୁଛୁ କହିଲେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ: ଚନ୍ଦ୍ରବାବୁ ନାଇଡୁ! ଏବେ NDA ପାଖରେ ଦୁଇଟି ବିକଳ୍ପ। ଜ୍ଞାନେଶଙ୍କୁ ହଟେଇବେ, ନଚେତ SIR ପ୍ରକ୍ରିୟା ବନ୍ଦ କରିବେ। ସରକାର ରଖିବାକୁ ହେଲେ ଟାଣପଣ ଛାଡ଼ିବାକୁ ପଡ଼ିବ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS