ତିବ୍ଦତ ଭୂକମ୍ପରେ ୧୬ମୃତ, ୩୨ ଆହତ l
ତିବ୍ଦତରେ ଶକ୍ତିଶାଳୀ ଭୂକମ୍ପ; ୧୬ ଜଣଙ୍କ ମୃତ୍ୟୁ; ୩୨ ଆହତ l
ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୭.୦
୭ରୁ ଅଧିକ ଥର ଭୂକମ୍ପ ଝଟକାରେ ଥରିଲା ତିବ୍ଦତ. I
ଉତ୍ତର ତିବ୍ଦତର ନାଗକୁ ସହରରେ ଅନୁଭୂତ ହେଲା ଭୂକମ୍ପ ଝଟକା l
ନାଗକୁ ସହରରେ ବ୍ୟାପକ କ୍ଷୟକ୍ଷତି ୧୬ ଜଣଙ୍କର ମୃତ୍ୟୁ ୩୨ ଆହତ l
ଆହତଙ୍କ ମଧ୍ୟରୁ ୧୧ ଜଣଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ରହିଛି l
ତିବ୍ଦତ ରାଜଧାନୀ ଲାହସାରୁ ୪୦୦ କିମି ଦୂରରେ ଭୂକମ୍ପର କେନ୍ଦ୍ରସ୍ଥଳ l
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


Post a Comment