*ଶଙ୍କର ପୃଷ୍ଟି ଆଲମିରା ଭାଙ୍ଗିଲା ପୋଲିସ
*। ଛତ୍ରପୁର-: ଶଙ୍କର ପୃଷ୍ଟି ଘରେ ପଶି ଆଲମିରା ଲକର୍ ଭାଙ୍ଗିଲା ପୋଲିସ ।
SI ପରୀକ୍ଷା ସ୍କାମର ମାଷ୍ଟରମାଇଣ୍ଡ ଶଙ୍କର ପୃଷ୍ଟି ଘରେ ଲକର୍ ଭାଙ୍ଗିଲା ।
ED ରେଡ୍ ବେଳେ ଶଙ୍କର ପୃଷ୍ଟିଙ୍କ ପତ୍ନୀ ସହଯୋଗ କରୁ ନଥିବା ଅଭିଯୋଗ ।
ତଦନ୍ତରେ ସହଯୋଗ କରୁନଥିବାରୁ ଚମାଖଣ୍ଡି ପୋଲିସକୁ ଡାକିଲା ଇଡି ।
ଚମାଖଣ୍ଡି ପୋଲିସ ଶଙ୍କର ପୃଷ୍ଟିଙ୍କ ଘରେ ପଶି ଲକର ଭାଙ୍ଗିଲା ।
ଡିଫେନ୍ସ କଲୋନୀ ସ୍ଥିତ ଶଙ୍କର ଙ୍କ ଘରେ ସକାଳୁ ଚାଲିଛି ଚଢ଼ାଉ ।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


إرسال تعليق