BREAKING
Loading...
:

ଟାଇଗର ଶ୍ରଫ୍ ଫାୟାରିଂ; ଆଉ ୪ ଗିରଫ

 



ଟାଇଗର ଶ୍ରଫ୍ ଫାୟାରିଂ; ଆଉ ୪ ଗିରଫ

ଟାଇଗର ଶ୍ରଫ୍ ଫାୟାରିଂ ମାମଲାରେ ଆଉ ୪ ଗିରଫ ।

ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ୍‌କୁ ବଡ଼ ସଫଳତା ।

ଗୁଳିମାଡ଼ ପୂର୍ବରୁ ମୁମ୍ବାଇକୁ ବନ୍ଧୁକ ପଠାଇଥିବା ଅଭିଯୋଗରେ ୪ ଗିରଫ ।

ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ଅଛନ୍ତି ୨ ଯୁବତୀ

ହରିୟାଣାର ସୋନିପତର କୁନାଲ (୨୧) ଓ ସୁମିତ (୧୯) ଗିରଫ ।

ଉତ୍ତରପ୍ରଦେଶର ରାଧା (୨୩) ଓ ବବିତା (୨୩) ଗିରଫ।

ଅନିଲ ପଣ୍ଡିତଙ୍କ ନିର୍ଦ୍ଦେଶରେ ଅଭିଯୁକ୍ତମାନେ କାମ କରୁଥିବା ପୋଲିସର ସୂଚନା ।

ଏନକ୍ରିପ୍ଟେଡ୍ ମେସେଜିଂ ଆପ୍‌ ଜରିଆରେ ଅନିଲ ପଣ୍ଡିତ ଗତିବିଧି ନଜର ରଖିଥିଲା ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS