BREAKING
Loading...
:

ଜଳିଗଲା ବାଇକ ସୋରୁମ୍।ମାଳ ମାଳ ବାଇକ୍ ପୋଡ଼ି ପାଉଁଶ।

 



ଜଳିଗଲା ବାଇକ ସୋରୁମ୍।ମାଳ ମାଳ ବାଇକ୍ ପୋଡ଼ି ପାଉଁଶ।

 ବାଲେଶ୍ଵର,


           ହୁତୁ ହୁତୁ ହୋଇ ଜଳିଗଲା ବାଇକ୍ ସୋ’ ରୁମ୍।ପୋଡ଼ି ପାଉଁଶ ହୋଇଗଲା ମାଳମାଳ ବାଇକ୍।ବାଲେଶ୍ବର ସହଦେବଖୁଣ୍ଟା ଥାନା ଅଞ୍ଚଳରେ ସୋ’ ରୁମରେ ଭୟଙ୍କର ନିଆଁ ଲାଗି ସବୁକିଛି ପୋଡ଼ି ପାଉଁଶ ପାଲଟିଯାଇଛି। ସୂଚନା କ୍ରମେ ସକାଳେ କୌଣସି କାରଣରୁ ସୋ ରୁମରେ ହଠାତ୍ ନିଆଁ ଲାଗିଯାଇଥିଲା।ଷ୍ଟକ୍ ରେ ଥିବା ୧୫ରୁ ଅଧିକ ଗାଡ଼ି ସମ୍ପୂର୍ଣ୍ଣ ଜଳି ଯାଇଥିବାବେଳ ଅନେକ ଆସେସୋରିଜ୍ ଓ ଆସବାବପତ୍ର ମଧ୍ୟ ପୋଡ଼ି ସମ୍ପୂର୍ଣ୍ଣ ନଷ୍ଟ ହୋଇ ଯାଇଛି।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS