BREAKING
Loading...
:

ମଣ୍ଡପରେ ମାତିଥିଲେ ବଞ୍ଜାରା ଲୁଟେରା ।

 



ମଣ୍ଡପରେ ମାତିଥିଲେ ବଞ୍ଜାରା ଲୁଟେରା ।

ଭୁବନେଶ୍ୱର: ପୋଲିସ ପଞ୍ଝାରେ ୫ ଜଣିଆ ବଞ୍ଜାରା ଲୁଟେରା ଗ୍ୟାଙ୍ଗ

ପୂଜା ମଣ୍ଡପରେ ଗହଳି ଦେଖି କରୁଥଲେ ଲୁଟ୍‌ପାଟ ।

ଚୋରି କଲା ବେଳେ ଧରାପଡ଼ିଲେ ୫ଜଣିଆ ବଞ୍ଜାରା ଗ୍ୟାଙ୍ଗ ।

ଭିଡର ଫାଇଦା ଉଠାଇ ପର୍ସ, ସୁନା ଚେନ୍ ଝାମ୍ପୁଥିଲେ ।

ମହିଳାଙ୍କ ବେକରୁ ଚେନ୍‌ ଝାମ୍ପିବା ବେଳେ ଧରାପଡ଼ି ନିର୍ଦ୍ଧୁମ ଛେଚା ଖାଇଥିଲେ ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS