BREAKING
Loading...
:

ସର୍ବ ଭାରତୀୟ ସ୍ତରରେ ମାଇଁ ଭାରତ (ମେରା ଯୁବା ଭାରତ) ଦ୍ୱାରା ଆୟୋଜିତ ସେବା ପଖୱାଡା (ସେବା ପକ୍ଷ) ଅଭିଯାନ




 ବ୍ରମ୍ହପୁର ,ସର୍ବ ଭାରତୀୟ ସ୍ତରରେ ମାଇଁ ଭାରତ (ମେରା ଯୁବା ଭାରତ) ଦ୍ୱାରା ଆୟୋଜିତ ସେବା ପଖୱାଡା (ସେବା ପକ୍ଷ) ଅଭିଯାନ ୧୭ ସେପ୍ଟେମ୍ବର ରୁ ୨ ଅକ୍ଟବେର ପରିପ୍ରେକ୍ଷୀ ରେ ଅଦ୍ୟ ତା: ୦୧.୧୦.୨୦୨୬ ରିଖ ରେ ବୃକ୍ଷ ରୋପଣ କାର୍ଯ୍ୟକର୍ମ ଗୋସଁଇନୂଆଗାଁ ସ୍ତିତ କେସି ବାଳିକା ସ୍କୁଲ ଠାରେ ଅନୁଷ୍ଠିତ କରାଯାଇଛି ମହାତ୍ମା ଗାନ୍ଧୀ ୟୁଥ କ୍ଳବ ଆନୁକୂଲ୍ୟ ରେ ଓ ମେରା ଯୁବା ଭାରତ ସହଭାଗିତା ରେ ଅନୁଷ୍ଠିତ କାର୍ୟକ୍ରମରେ ଶିକ୍ଷୟତ୍ରୀ ଜଲି ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଯୁବପିଢ଼ି ଙ୍କୁ ଦେଶ ଗଠନ , ପରିବେଶ ସୁରକ୍ଷା ଓ ସେମାନଙ୍କ ନେତୃତ୍ୱ ନେବା ପାଇଁ ପ୍ରୋତ୍ସାହିତ କରିବା ସହ ମାଇଁ ଭାରତ ପ୍ଲାଟଫର୍ମ ବ୍ୟବହାର କରି ଯୁବକ ଯୁବତୀ ମାନେ ବହୁ ସେବା ମୂଳକ କାର୍ୟକ୍ରମରେ ଭାଗ ନେବା ପାଇଁ ପରାମର୍ଶ ଦେଇଥିଲେ ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS