*ଛାତ୍ର ସଂସଦ ନିର୍ବାଚନ,#ବିଭାଗ ପ୍ରସ୍ତୁତ: ମନ୍ତ୍ରୀ*
-ଛାତ୍ର ସଂସଦ ନିର୍ବାଚନ ନେଇ ଉଚ୍ଚଶିକ୍ଷା ବିଭାଗ ପ୍ରସ୍ତୁତ ଅଛି ।
ବିଭାଗ ପ୍ରସ୍ତୁତ ଅଛି କହିଲେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ।
ଶୀର୍ଷ ନେତୃତ୍ବଙ୍କ ନିଷ୍ପତ୍ତିରେ ଉଚିତ ସମୟରେ ଉଚିତ ଘୋଷଣା କରିବୁ’ ।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା
إرسال تعليق