BREAKING
Loading...
:

୨୨ରୁ ବିଧାନସଭା; ରାଜଧାନୀରେ ଟ୍ରାଫିକ୍ କଟକଣା

 



*୨୨ରୁ ବିଧାନସଭା; ରାଜଧାନୀରେ ଟ୍ରାଫିକ୍ କଟକଣା*

ଆସନ୍ତା ୨୨ରୁ ୩ ଅକ୍ଟୋବର ପର୍ଯ୍ୟନ୍ତ ଓଡ଼ିଶା ବିଧାନସଭା ଅଧିବେଶନ ।

ବିଧାନସଭା ନିକଟବର୍ତ୍ତୀ ଅଞ୍ଚଳରେ ଟ୍ରାଫିକ୍ ନିୟନ୍ତ୍ରଣ ଆଦେଶନାମା ଜାରି।

ଗାଡ଼ି ଚଳାଚଳ ନିୟନ୍ତ୍ରଣ ପାଇଁ କମିଶନରେଟ ପୋଲିସ୍‌ର କଟକଣା ।

ହାଉସିଂ ବୋର୍ଡରୁ ରବୀନ୍ଦ୍ର ମଣ୍ଡପ ରାସ୍ତା କେଶରୀ ଟକିଜ୍ ନିକଟରୁ ବଦଳିବ ।

ଏଜି ଛକରୁ ପିଏମଜି ଯିବାକୁ ହେଲେ ଆଇଜି ପାର୍କ ରାସ୍ତାରେ ଯିବାକୁ ହେବ ।

ମାଷ୍ଟର କ୍ୟାଣ୍ଟିନରୁ ପିଏମଜି ଯିବାକୁ ହେଲେ ପାର୍ଶ୍ୱ ଗଳି ବାଟ ଦେଇ ଯାଇହେବ ।

୧୨୦ ବ୍ୟାଟାଲିୟନରୁ ରବୀନ୍ଦ୍ର ମଣ୍ଡପ ରାସ୍ତାରେ ଗାଡ଼ି ଚଳାଚଳ ସଂପୂର୍ଣ୍ଣ ବନ୍ଦ ।

ପାୱାର ହାଉସ୍ ସ୍କୋୟାର ଆଡ଼କୁ ବାଟ ବଦଳାଇ ଯିବା ଆସିବା କରିପାରିବେ ।

ଲୋକ ଭବନରୁ ରବୀନ୍ଦ୍ର ମଣ୍ଡପ ଯିବାକୁ ଗାଡ଼ି ଶାସ୍ତ୍ରୀ ନଗର ଛକ ଦେଇ ଯିବେ ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS