*ନନ୍ଦିଗ୍ରାମ କଂଗ୍ରେସ ପ୍ରାର୍ଥୀ ଗିରଫ*
ଲ୍ନନ୍ଦିଗ୍ରାମ ଉପନିର୍ବାଚନରେ ପୁଣି ନୂଆ ଟ୍ବିଷ୍ଟ ।
ନନ୍ଦିଗ୍ରାମ କଂଗ୍ରେସ ପ୍ରାର୍ଥୀ ମିଲନ ପ୍ରଧାନ ଗିରଫ ।
ଏକ ପୁରୁଣା ମାମଲାରେ ମିଲନଙ୍କୁ ଗିରଫ କଲା ପୋଲିସ ।
ଆଜି ନାମାଙ୍କନ ପ୍ରତ୍ୟାହାର କରିଥିଲେ ଟିଏମ୍ସି ପ୍ରାର୍ଥୀ ସଞ୍ଚିତା ପ୍ରଧାନ ଦେ ।
ନାମାଙ୍କନ ପ୍ରତ୍ୟାହାର ପରେ କଂଗ୍ରେସକୁ ସମର୍ଥନ ଘୋଷଣା କରିଥିଲେ ମମତା ବାନାର୍ଜୀ ।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


إرسال تعليق