*ଏମକେସିଜି ଅଗ୍ନିକାଣ୍ଡ ଘଟଣାରେ ଆକ୍ସନ ମୋଡ଼ରେ ମେଡିକାଲ କର୍ତ୍ତୃପକ୍ଷ*
ମେଡ଼ିକାଲ ପ୍ରସୂତି ଓ ସ୍ତ୍ରୀ ରୋଗ ବିଭାଗ କୋଠାର ଦ୍ୱିତୀୟ ମହଲାରେ ଅଗ୍ନିକାଣ୍ଡ ଘଟଣାକୁ ନେଇ ଆକ୍ସନ ମୋଡ଼ରେ ମେଡିକାଲ କର୍ତୃପକ୍ଷ। ଘଟଣାକୁ ନେଇ ଅଧୀକ୍ଷଣ ଯନ୍ତ୍ରୀ(ପୂର୍ତ୍ତ ବିଭାଗ) ଠାରୁ ଆରମ୍ଭ କରି ଫାର୍ମାସିଷ୍ଟ ପର୍ଯ୍ୟନ୍ତ ମୋଟ ୫ଜଣଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି। କାହିଁକି ଏବଂ କେଉଁ ପରିସ୍ଥିତିରେ ଏଭଳି ଅଗ୍ନିକାଣ୍ଡ ଘଟିଲା ସେ ନେଇ ଉତ୍ତର ରଖିବାକୁ ଏମକେସିଜି କର୍ତ୍ତୃପକ୍ଷ ନିର୍ଦ୍ଦେଶ ଦେଇଛନ୍ତି।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


إرسال تعليق