*୭ବର୍ଷର ଝିଅକୁ ଅପହରଣ ମାମଲାରେ କଟକ କମିଶନରରେଟ ପୋଲିସକୁ ବଡ ସଫଳତା.... ଦୁଇ ଦିନ ଭିତରେ ଗିରଫ ହେଲା ଅଭିଯୁକ୍ତ... ଦୁଇ ଦିନ ପୂର୍ବରୁ ଚାଉଳିଆଗଞ୍ଜ ଥାନା ଅଞ୍ଚଳରୁ ଜଣେ ବେକ୍ତି ୭ବର୍ଷର ଝିଅକୁ ଅପହରଣ କରିନେଇଥିବା ଅଭିଯୋଗ ହୋଇଥିଲା ଚାଉଳିଆଗଞ୍ଜ ଥାନାରେ.. ଏକ ପୋଲିସ ଟିମ ସିସିଟିଭି ଫୁଟେଜ ଆଧାରରେ ଦିନ ରାତି ଏକ କରି ବିଭିନ୍ନ ସ୍ଥାନରେ ତନାଘନା ଚଲାଇଲେ ବହୁ ତନାଘନା ପରେ ଧରା ହେଲା ଅପରାଧୀ ଓ ମୁକୁଳିଲା କୁନି ଝିଅ l
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


إرسال تعليق