ଲକ୍ଷ୍ମୀ ମନ୍ଦିରରୁ ଚୋରୀ ଦୁଇ ଗିରଫ ।
ବ୍ରହ୍ମପୁର ରାମକୃଷ୍ଣ ନଗର ପଞ୍ଚମ ଲାଇନ୍ ରେ ନୂତନ ଭାବରେ ପ୍ରତିଷ୍ଠା ହୋଇଥିବା ଲକ୍ଷ୍ମୀ ମନ୍ଦିରରୁ ଚୋରୀ ଘଟଣାରେ ଦୁଇ ଜଣକୁ ଗିରଫ କରିଛି ଟାଉନ୍ ଥାନା ପୁଲିସ l ଗିରଫ ଦୁଇ ଅଭିଯୁକ୍ତ ହେଲେ,ଏସ.କେ ସଦାମ୍ ହୁସେନ୍ ଓ ରିଜୱାନ୍ ଖାନ୍ ହୋଇଥିବା ବେଳେ ଅଭିଯୁକ୍ତ ମାନଙ୍କ ଠାରୁ ପୁଲିସ୍ ମହାଲକ୍ଷ୍ମୀ ମନ୍ଦିରର ଚୋରୀ ସାମଗ୍ରୀ ଜବତ କରିଛି l
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


إرسال تعليق