BREAKING
Loading...
:

ଦଶପଲ୍ଲା ର ବିଭିନ୍ନ ସ୍ଥାନରେ ଗଣେଶ ପୂଜା ଅନୁଷ୍ଠିତ

 ଦଶପଲ୍ଲା ର ବିଭିନ୍ନ ସ୍ଥାନରେ ଗଣେଶ ପୂଜା ଅନୁଷ୍ଠିତ                                




ଦଶପଲ୍ଲା ୧୪/୦୯ :- ଆଜି ପବିତ୍ର ଗଣେଶ ଚତୁର୍ଥୀ ଅବସରରେ ଦଶପଲ୍ଲାର ବିଭିନ୍ନ ସ୍ଥାନରେ ଗଣେଶ ପୂଜା ଅନୁଷ୍ଠିତ ହୋଇଯାଇଛି। ଦଶପଲ୍ଲା ର ସୀତାରାମ ୟୁଥ୍ କ୍ଲବ୍, ଗଡ଼ ରାଜେଶ୍ଵରୀ କ୍ଲବ, ନାହାକପଡ଼ା ଗୋପଶ୍ରୀ ଯୁବକ ସଂଘ, ରାଜା ସାହେବ କ୍ଲବ୍, ନଛିପୁର ବରଦାୟିନୀ ଯୁବକ ସଂଘ, କୃଷ୍ଣସେନା କ୍ଲବ, ରାମସେନା କ୍ଲବ୍, ଯୋଗୀବନ୍ଧ ଶିବସେନା କ୍ଲବ, ଗଣେଶ ବଜାର ବଣିକ ସଂଘ, ଗଜାନନ ବଜାର ବଣିକ ସଂଘ, ବଜରଙ୍ଗୀ ୟୁଥ୍ କ୍ଲବ, ଡିହଗାଁ କିଶାନ ଯୁବକ ସଂଘ, ମଧ୍ୟଖଣ୍ଡ ରେଡଷ୍ଟାର କ୍ଲବ, ଘୋଳାହାଣ୍ଡି ୟୁନିକ୍ ଷ୍ଟାର କ୍ଲବ, ସାକେଣି ବାଗଦେବୀ ଯୁବକ ସଂଘ, ଖମାରସାହି ମା ବିରୋଳେଇ ୟୁଥ୍ କ୍ଲବ, ସରିଗଣ୍ଡା ନୀଳକଣ୍ଠେଶ୍ଵର ଯୁବକ ସଂଘ ଓ ଭୋଗବାଡ଼ି ଜନ କଲ୍ୟାଣ ଯୁବକ ସଂଘ ସମେତ ବିଭିନ୍ନ ପୂଜା ମଣ୍ଡପ ଗୁଡ଼ିକରେ ଗଣେଶ ପୂଜା ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି। ସନ୍ଧ୍ୟାରେ ଗଜାନନଙ୍କୁ ଦର୍ଶନ କରିବା ପାଇଁ ଲୋକମାନେ ଭିଡ଼ ଲଗାଇଥିଲେ।

ମଣିଭଦ୍ରା ଖବର, ଦଶପଲ୍ଲା 

Post a Comment

أحدث أقدم
Header ADS