BREAKING
Loading...
:

ଚାକିରିରୁ ବିଦାହେଲେ AI ପାଇଲଟ୍‌ ।




 ଚାକିରିରୁ ବିଦାହେଲେ AI ପାଇଲଟ୍‌ ।

ଫୁକେଟ-ଦିଲ୍ଲୀ ବିମାନର ପାଇଲଟଙ୍କୁ ଚାକିରିରୁ ବିଦା କଲା ଏୟାର ଇଣ୍ଡିଆ ।

ଡ୍ରଗ୍ ଟେଷ୍ଟରେ ପଜିଟିଭ ସ୍ପଷ୍ଟ ହେବା ପରେ କାର୍ଯ୍ୟାନୁଷ୍ଠାନ ।

ଯାତ୍ରୀଙ୍କ ସୁରକ୍ଷା ସର୍ବୋଚ୍ଚ ପ୍ରାଥମିକତା କହିଲା ଏୟାର ଇଣ୍ଡିଆ ।

ଫୁକେଟ-ଦିଲ୍ଲୀ ବିମାନର ପାଇଲଟ୍ ନିଶାସେବନ କରି ବିମାନ ଚଳାଉଥିଲେ,

ଅଗଷ୍ଟ ୪ ତାରିଖରେ ଟର୍ବୁଲାନ୍ସର ଶିକାର ହୋଇଥିଲା । ଫୁକେଟ-ଦିଲ୍ଲୀ ବିମାନ

୧୪୫ ଯାତ୍ରୀଙ୍କ ମଧ୍ୟରୁ ୨୪ ଜଣ ଗୁରୁତର ଆହତ ହୋଇଥିଲେ ।

ଫୁକେଟ-ଦିଲ୍ଲୀ ବିମାନର ପାଇଲଟ୍ ନିଶାସେବନ କରି ବିମାନ ଚଳାଉଥିଲେ ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS