BREAKING
Loading...
:

ଗ୍ରାହକଙ୍କ ପାଇଁ ମାଗଣା ରହିବ UPI

 



ଗ୍ରାହକଙ୍କ ପାଇଁ ମାଗଣା ରହିବ UPI ।

UPI ପେମେଣ୍ଟ ଉପରେ ଶୁଳ୍କ ଲାଗିବା ଖବରକୁ ନେଇ PCIର ସ୍ପଷ୍ଟୀକରଣ ।

ଗ୍ରାହକଙ୍କ ପାଇଁ UPI ମାଗଣା ରହିବ କହିଲା ପେମେଣ୍ଟ କାଉନସିଲ୍ ଅଫ୍ ଇଣ୍ଡିଆ ।

ଗ୍ରାହକ ଓ କ୍ଷୁଦ୍ର ବ୍ୟବସାୟୀଙ୍କ ଠାରୁ କୌଣସି ଶୁଳ୍କ ନିଆଯିବ ନାହିଁ' ।

ସାଇବର ସୁରକ୍ଷା ଓ ଠକେଇ ରୋକିବାକୁ UPIରେ ନିବେଶ କରୁଛି । RBI ।

ଏହାର ଅର୍ଥ ନୁହେଁ ଯେ ଡିଜିଟାଲ ପେମେଣ୍ଟ ଉପରେ ଗ୍ରାହକ ଶୁଳ୍କ ଦେବେ'।


ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS