BREAKING
Loading...
:

ED ରାଡାରରେ ଆଜମ୍‌ ଖାନ୍‌

 



ED ରାଡାରରେ ଆଜମ୍‌ ଖାନ୍‌ ।

ED ରାଡାରରେ ପୂର୍ବତନ ସାଂସଦ ତଥା ସମାଜବାଦୀ ପାର୍ଟି ନେତା ଆଜମ୍‌ ଖାନ୍‌ ।

ମନି ଲଣ୍ଡ୍ରିଂ ମାମଲାରେ ଆଜମ୍‌ ଖାନ୍‌ଙ୍କ ୧୦ଟି ଠିକଣା ଉପରେ ରେଡ୍‌ ।

ରାମପୁର, ସହାରନପୁର ଓ ଦିଲ୍ଲୀ ସମେତ ୧୦ଟି ସ୍ଥାନରେ ରେଡ୍‌ ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS