ନିର୍ଦ୍ଦୋଷରେ ଖଲାସ ମାଓ_ନେତା ।
- ମାଓନେତା ଆଜାଦ ନିର୍ଦ୍ଦୋଷରେ ଖଲାସ୍, ୩୬ଟି ମାମଲାରେ ନିର୍ଦ୍ଦୋଷରେ ହେଲେ ଖଲାସ,ଭୁବନେଶ୍ଵର ଝାରପଡ଼ା ଜେଲରୁ ମୁକୁଳିଲେ ଆଜାଦ, ୧୫ ବର୍ଷରୁ ଅଧିକ ବିଚାରଧୀନ କଏଦି ଭାବେ ଥିଲେ ଜେଲରେ, ଗଜପତି, କନ୍ଧମାଳ, ରାୟଗଡ଼ା ଜିଲ୍ଲାରେ ମାଓ ହିଂସାରେ ଥିଲେ ଅଭିଯୁକ୍ତ ।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା
إرسال تعليق