BREAKING
Loading...
:

ଲିଫ୍ଟ ନ ଦେବାରୁ ଯୁବକଙ୍କ ତଣ୍ଟି କଟା

 



ଲିଫ୍ଟ ନ ଦେବାରୁ ଯୁବକଙ୍କ ତଣ୍ଟି କଟା!

ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ହିଞ୍ଜିଳି ବ୍ଲକ, ଖଣ୍ଡରା ଛକ ରେ ଗତ ରାତ୍ର ରେ ସମୟରେ କିଛି ଲୋକ ଜଣେ ଯୁବକ ଙ୍କୁ ଲିଫ୍ଟ ମାଗିଥିଲେ, ଉକ୍ତ ବ୍ୟକ୍ତି ଟି ମନା କରିବା ରୁ ସଂପୃକ୍ତ ଲୋକମାନେ ଯୁବକ କୁ ଗାଳିଗୁଲଜ କରିବା ସହ ଛୁରୀରେ ତଣ୍ଟି କାଟିଥିଲେ।ଆହତ ଯୁବକ ଜଣକ ହେଲେ ଉଦ୍ଧବ ପାଢ଼ୀ ସଙ୍ଗେ ସଙ୍ଗେ ପ୍ରଥମେ ହିଞ୍ଜିଳି ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି ପରେ  ବ୍ରହ୍ମପୁର MKCG କୁ ସ୍ଥାନାନ୍ତର। ପୋଲିସ ତଦନ୍ତ ଜାରି


ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS