ଵାରାହା ଆକ୍ରମଣ ରେ ଜଣେ ଆହତ
ଦଶପଲ୍ଲା ୨୩/୮(ମଣିଭଦ୍ରା ଖବର)ଆଜି ରବିବାର ସନ୍ଧ୍ୟାରେ ଵାରାହା ଆକ୍ରମଣ ରେ ଜଣେ ବ୍ୟକ୍ତି ଆହତ ହୋଇଥିବା ଜଣାଯାଇଛି,ଆହତ ବ୍ୟକ୍ତିଙ୍କ ନାମ ଦୁଃଶାସନ ନାୟକ,ଘର ଏନ୍ ଏସି ଅନ୍ତର୍ଗତ ମହୁଲିଆ ଗ୍ରାମରେ ,ସେ ଆଜି ଅପରାହ୍ନରେ ଗ୍ରାମ ନିକଟସ୍ଥ ବିଲକୁ ପାଣି ଯୋଗାଇବା ପାଇଁ ଯାଇଥିବା ବେଳେ ଏକ ଜଙ୍ଗଲି ଵାରାହା ଆକ୍ରମଣ କରିଥିଲା,ଫଳରେ ସେଗୁରତର ଆହତ ହୋଇଥିଲେ,ନିକଟରେ ଥିବା କିଛି ଲୋକ ଏହା ଦେଖି ଵାରାହାକୁ ଘଉଡାଇ ଥିଲେ, ଵାରାହା ନିକଟସ୍ଥ ଜଙ୍ଗଲକୁ ପଳାଇଥିଲା, ତେବେ ଗୁରୁତର ଆହତ ବ୍ୟକ୍ତିଙ୍କୁ ଚିକିତ୍ସା ନିମନ୍ତେ ଦଶପଲ୍ଲା ଡ଼ାକ୍ତରଖାନାରେ ଭର୍ତି କରିଥିଲେ,
ଚିତ ରଂଜନ ମିଶ୍ର, ଦଶପଲ୍ଲା, ନୟାଗଡ,


إرسال تعليق