ପୋଲିସକୁ ଟେକାମାଡ଼,ଆମ ବସ୍ ଭାଙ୍ଗିଲେ ।
ଭୁବନେଶ୍ବରରେ ଅନଲାଇନ୍ ଗାଡ଼ି ଚାଳକ-ପୋଲିସ ଧସ୍ତାଧସ୍ତି ।
ଲୋୟର ପିଏମ୍ଜି ଓ ମାଷ୍ଟର କ୍ୟାଣ୍ଟିନ୍ ଛକରେ ମୁହାଁମୁହିଁ ।
ଖଣ୍ଡଯୁଦ୍ଧ ପରିସ୍ଥିତି, ପୋଲିସ ଉପରକୁ ଟେକା ପଥର ମାଡ଼ ।
ଏକ ‘ଆମ ବସ୍’କୁ ପଥର ମାଡ଼ କରି ଭାଙ୍ଗି ଚୁରମାର କରିଦେଲେ ।
ତୃତୀୟ ଦିନରେ OLA, Uber, Rapido ଡ୍ରାଇଭରଙ୍କ ଆନ୍ଦୋଳନ ।
ରେଲୱେ ଷ୍ଟେସନରୁ ଏୟାରପୋର୍ଟ ପର୍ଯ୍ୟନ୍ତ ରାସ୍ତା ଜାମ୍ ।
ଷ୍ଟେସନ୍ ଓ ଏୟାରପୋର୍ଟରୁ ଫେରୁଥିବା ଯାତ୍ରୀ ହନ୍ତସନ୍ତ ।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


إرسال تعليق