BREAKING
Loading...
:

ଆଉ ରକ୍ଷା ନାହିଁ, ପ୍ରବଳ ବର୍ଷିବ




 ଆଉ ରକ୍ଷା ନାହିଁ, ପ୍ରବଳ ବର୍ଷିବ  । 

*ପୁଣି ପ୍ରବଳ ବର୍ଷା ସମ୍ଭାବନା। ଆସନ୍ତାକାଲି ପର୍ଯ୍ୟନ୍ତ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ସତର୍କତା ଜାରି କରିଛି ପାଣିପାଗ ବିଭାଗ। ଆସନ୍ତାକାଲି ୨୩ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ୟେଲୋ ଆଲର୍ଟ ଜାରି ହୋଇଛି। ନୂଆପଡ଼ା, ବଲାଙ୍ଗିର, କଳାହାଣ୍ଡି, ସୋନପୁର, ସମ୍ବଲପୁର, ଦେବଗଡ଼ ଓ ଝାରସୁଗୁଡ଼ା ଜିଲ୍ଲାକୁ ବର୍ଷା ଆଲର୍ଟ ନାହିଁ । ବାକି ଅନ୍ୟ ସବୁ ଜିଲ୍ଲାକୁ ବର୍ଷା ଆଲର୍ଟ ରହିଛି।*

Post a Comment

أحدث أقدم
Header ADS