ଟ୍ରେନିଂ ଏୟାରକ୍ରାଫ୍ଟ କ୍ରାସ୍;ପାଇଲଟମୃତ ।
କାନପୁର ଗଙ୍ଗା ବ୍ୟାରେଜ୍ ନିକଟରେ ଖସି ପଡ଼ିଲା ଟ୍ରେନିଂ ଏୟାରକ୍ରାଫ୍ଟ ।
ଜଣେ ଟ୍ରେନି ପାଇଲଟ ମୃତ, ଆଉ ଜଣେ ଗୁରୁତର ଅବସ୍ଥାରେ ଉଦ୍ଧାର ।
କେଉଁ ପରିସ୍ଥିତିରେ ଟ୍ରେନିଂ ଏୟାରକ୍ରାଫ୍ଟ କ୍ରାସ୍ ହେଲା ଜଣାପଡ଼ିନି ।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା
إرسال تعليق