BREAKING
Loading...
:

ସଂଗୀତକାର ପ୍ରଣଵ ପଟ୍ଟନାୟକଙ୍କ ନିମନ୍ତେ ସ୍ମୃତି ସଭା।

 



ସଂଗୀତକାର ପ୍ରଣଵ ପଟ୍ଟନାୟକଙ୍କ  ନିମନ୍ତେ ସ୍ମୃତି ସଭା। 

ବାଙ୍କୀ (ମାନସ ରଞ୍ଜନ ସାହୁ) କଟକ ଜିଲ୍ଲା  ତିଗିରିଆ ଟାଉନ କ୍ଲବ ଠାରେ ସଂଧ୍ୟା ସମୟରେ ତିଗିରିଆ ସଂସ୍କୃତି ପରିଷଦ ଦ୍ୱାରା ସଂଗୀତ ସମ୍ରାଟ ପ୍ରଣଵ ପଟ୍ଟନାୟକ ଇହଧାମ ତ୍ୟାଗ ନିମନ୍ତେ ଏକ ସ୍ମୃତି ସଭା ଅନୁଷ୍ଠିତ କରାଯାଇଥିଲା। ଅନୁଷ୍ଠାନର ସଭାପତି ତିଗିରିଆ ପ୍ରଣବ ପଟ୍ଟନାୟକଙ୍କ ସଭାପତିତ୍ୱରେ ଏକ ସ୍ମୃତି ସଭା ଅନୁଷ୍ଠିତ ହୋଇଯାଇଛି। ଏଥିରେ ପୂର୍ବତନ ରାଜ୍ୟ ସଭା ସାଂସଦ ସୁବାସ ମହାନ୍ତି, ଆଡଭୋକେଟ୍ ଗିରିଜା ପଟ୍ଟନାୟକ, ବିକ୍ରମ ଦାଶ, ଅବସରର ପ୍ରାପ୍ତ ପ୍ରଧାନ ଶିକ୍ଷକ ସୁବୋଧ ପଟ୍ଟନାୟକ, ବରଦା ଶଙ୍କର ଦାଶ,ଗିତିକାର ପୂର୍ଣ୍ଣ ଚନ୍ଦ୍ର ଦାସ, ଦିପ୍ତି ରଞ୍ଜନ   ଦାସ, ଚନ୍ଦନ  କୁମାର ପଣ୍ଡା, ଶିଶିର ବେହେରା,ସରକାର ଓକିଲ ସରୋଜ ସାହୁ, ଅକ୍ଷୟ କଅର, ଶୀଧର ପଣ୍ଡା ଆଡଭୋକେଟ୍ ପ୍ରଦିପ କୁମାର ପଟ୍ଟନାୟକ, ଉପସ୍ଥିତ ଥିଲେ। ସଭ୍ୟ ମାନେ ନିରବ ପ୍ରାର୍ଥନା କରି ପରବର୍ତୀ ଅବସ୍ଥାରେ ତାଙ୍କର ଗୁଣଗାନ କରି ଥିଲେ। 

ମଣିଭଦ୍ରା ଖବର, ବାଙ୍କୀ 

Post a Comment

أحدث أقدم
Header ADS