BREAKING
Loading...
:

ସମ୍ବାଦ ସାହିତ୍ୟ ଘର ର କବିତା ଆସର

 ସମ୍ବାଦ ସାହିତ୍ୟ ଘର ର କବିତା ଆସର 

  



   ---------------------------------------------

ଦଶପଲ୍ଲା, 30/08

ଦଶପଲ୍ଲା ସମ୍ବାଦ ସାହିତ୍ୟ ଘର ପକ୍ଷରୁ ଶ୍ରାବଣ କବିତା ଆସର ଦଶପଲ୍ଲା ମୋହରିର ଖାନା ସଭା ଗୃହରେ ଅନୁଷ୍ଠିତ ହୋଇ ଯାଇଛି. ସଭାପତି ସନ୍ତୋଷ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭା ଆରମ୍ଭରେ ଶ୍ରୀଜଗନ୍ନାଥଙ୍କ ନିକଟରେ ଧୂପ ପୁଷ୍ପ ଅର୍ପଣ ପରେ ନେପାଳ ବନ୍ୟାରେ ପ୍ରାଣ ହରାଇଥିବା ଆତ୍ମା ଗୁଡିକର ସଦଗତି କାମନା କରି ନିରବ ପ୍ରାର୍ଥନା କରା ଯାଇଥିଲା. ଏଥିସହିତ ରଘୁନାଥ ସାହୁଙ୍କ ସଂଯୋଜନାରେ କାନନ ଵାଳା ଦାଶ, ଡା.ପ୍ରଫୁଲ୍ଲ ଦାଶ, ସରୋଜ ପଣ୍ଡା, ଗଙ୍ଗାଧର ସାହୁ, ଅନ୍ତର୍ଯ୍ୟାମୀ ଭୂୟାଁ,ଆଲୋକ ରଞ୍ଜନ କର, ରାଜ କିଶୋର ସାହୁ, ଗଙ୍ଗାଧର ସାହୁ, ପ୍ରଭାତ ସାହୁ, କୁରେଶ ସାହୁ,ଶରତ ଚନ୍ଦ୍ର ବେହେରା, ପ୍ରଫୁଲ୍ଲ ଦାଶ, ପ୍ରସନ୍ନ ପଣ୍ଡା, ବିଭୁଦତ୍ତ ମହାପାତ୍ର, ମହେଶ୍ୱର ବେହେରା,ମୁରଲୀ ମହାରଣା ପ୍ରମୁଖ କବିତା ପାଠ କରିଥିଲେ. ସଂଯୋଜକ ପ୍ରଫୁଲ୍ଲ କୁମାର ପଣ୍ଡା ସମ୍ପାଦକ ନାରାୟଣ ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

ମଣିଭଦ୍ରା ଖବର, ଦଶପଲ୍ଲା 

Post a Comment

أحدث أقدم
Header ADS