ଚେନ୍ ଲୁଟ୍ ବେଳେ ବାଇକ୍ରୁ ଖସିପଡ଼ିଲା ଲୁଟେର।-ଭୁବନେଶ୍ୱର: ଚେନ୍ ଝାମ୍ପି ନେଲାବେଳେ ବାଇକରୁ ଖସିପଡ଼ିଲା ଲୁଟେରା ।
ଏମ୍ସ ହସ୍ପିଟାଲ୍ ରାସ୍ତାରେ ମହିଳାଙ୍କ ବେକରୁ ଚେନ୍ ଲୁଟ୍ ଉଦ୍ୟମ ।
ମହିଳା ଜଣଙ୍କ ଲୁଟେରାକୁ ଟାଣି ଦେବାରୁ ଚଳନ୍ତା ବାଇକରୁ ଖସିପଡ଼ିଲା ।
ଲୁଟେରାକୁ କାବୁ କରି ପୋଲିସରେ ଜିମା ଦେଲେ ସ୍ଥାନୀୟ ଲୋକ ।
କାବୁ ହୋଇଥିବା ଲୁଟେରା ନିକଟରୁ ବନ୍ଧୁକ ଜବତ; ଆଉ ଜଣେ ଫେରାର ।
ଲୁଟେରା ଜଣକ ବାହାର ରାଜ୍ୟର; ଖଣ୍ଡଗିରି ପୋଲିସର ତଦନ୍ତ ।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


إرسال تعليق