BREAKING
Loading...
:

ଆଜି ପର୍ଯ୍ୟନ୍ତ ଲାଗି ପାରିଲା ନାହିଁ ଷ୍ଟ୍ରିଟ ଲାଇଟ

 



ଆଜି ପର୍ଯ୍ୟନ୍ତ ଲାଗି ପାରିଲା ନାହିଁ ଷ୍ଟ୍ରିଟ ଲାଇଟ I 

==========================

କୋରାପୁତ(ବନ୍ଧୁଗାଁ) , ବନ୍ଧୁଗାଁ ବ୍ଲକର ଆଲମଣ୍ଡା ଗ୍ରାମ ପଞ୍ଚାୟତ ଠାରେ ପଞ୍ଚାୟତ ର ନିର୍ବାହୀ ଅଧିକାରୀଙ୍କ ଚାଲିଚି ମନମୁଖୀ  I ଏହି ପଞ୍ଚାୟତରେ ରହିଅଛି ୧୩ ୱାର୍ଡ, ଗତ କିଛି ମାସ ପୂର୍ବେ ପଞ୍ଚାୟତ ର ସମସ୍ତ ୱାର୍ଡ ରେ ଗାଁର ଉନ୍ନତି ଓ ଉଜ୍ୱଳ ଆଲୁଅ ପାଇଁ ପ୍ରତ୍ୟକ ୱାର୍ଡ ପାଇଁ ୪ ତି ଲେଖାଏଁ ଷ୍ଟ୍ରିଟ ଲାଇଟ ଲଗାଆଯିବା ପାଇଁ ପଞ୍ଚାୟତ ତରଫୋରୁ ଏକ ବୈଠକ କୋରାଯାଇଥିଲା I ସେଥିରୁ କିଛି ୱାର୍ଡ ରେ ୱାର୍ଡ ସଭ୍ୟ କିମ୍ଭା ସ ଭ୍ୟାଙ୍କ ହାତରେ କେବଳ ୪ ତି ଲେଖାଏଁ ଲାଇଟ ଧରେଇ ଦେଇ ନିଜ ନିଜ ହାତରୁ ଖର୍ଚ୍ଚ କରି ଲାଇଟ ପାଇଁ ତାର ଓ ସୁଇଚ ପାଇଁ ଖର୍ଚ୍ଚ କରି ଲଗେଇବା ପାଇଁ କହିଥିବା ଯୋଗୁଁ ୱାର୍ଡ ସବ୍ୟ ଓ ସଭ୍ୟା ମାନେ କିଛି କିଛି ନିଜ ହାତରୁ ଖର୍ଚ୍ଚ ପ୍ରାୟ ୱାର୍ଡ ରେ ଲାଇଟ ଲାଗିଥିବା ବେଳେ କିଛି ୱାର୍ଡ ରେ ଲାଇଟ ନ ଲାଗି ହାତରେ ଲାଇଟ ଧରି ରଖି ଗାଁ ଅନ୍ଧାରରେ ରହିଥିବାର ଦେଖିବାକୁ ମିଳିଛି I କିଛି ୱାର୍ଡ ସଭ୍ୟଙ୍କ ମତ କି ନିର୍ବାହୀ ଅଧିକାରୀ ଗୋଟିଏ ୱାର୍ଡ ରେ ଷ୍ଟ୍ରିଟ ଲାଇଟ ଲଗେଇବା ପାଇଁ କେତେ ଟଙ୍କା ଲେଖାଏଁ ଲାଇଟ ପିଛା ବ୍ୟୟ କରିଛନ୍ତି ଓ କେତେ ଟଙ୍କାର ଲାଇଟ ଗୁଡିକ ପ୍ରତି ୱାର୍ଡ ରେ ଲଗେଇବା ପାଇଁ ହୋଇଅଛି ତା ଆମ୍ଭେ ଜାଣିବାକୁ ଚାହୁଁଚୁ ବଲି ଗଣ ମଧ୍ୟମକୁ କହିଥିଲେ I ସୁବାରାଓ କେଣ୍ଡରୁକା,ୱାର୍ଡ ସଭ୍ୟ କଣ୍ଡାତାମୋରା ଜାମା, ପିଡ଼ିକା ଲାଶୁ, କଣ୍ଡାଗରି ବୁଜି, ପିଡ଼ିକ ଏରେୟା, କାଣ୍ଟୁ କେଣ୍ଡରୁକା, ପୋଳେଆ କେନଣ୍ଡରୁକା, ଉରୁଲେକା ସୋନାମାଣି, ଉକ୍ତ ବ୍ୟକ୍ତିଗୋଂ ଉପସ୍ଥିତ ରହିଥିଲେ I

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS