BREAKING
Loading...
:

ମାଗଣା ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ

 



ନୟାଗଡ (ମଣିଭଦ୍ରା ଖବର) ନୟାଗଡ଼ ସ୍ଥିତ ପ୍ରିୟଦିନି ଫାଉଣ୍ଡେସନ ଠାରେ କୁରେବେ ର ମିଳିତ ଆନୁକୁଲ୍ୟରେ ଏକ ମାଗଣା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଥିଲା।ଉକ୍ତ ଶିବିରରେ ନୟାଗଡ ଜିଲ୍ଲା ର ବିଭିନ୍ନ ସ୍ଥାନରୁ ୩୪ ଜଣ ହିତାଗ୍ରହି ଯୋଗଦାନ କରି ସ୍ୱାସ୍ଥ୍ୟ ସେବା ର ଲାଭ ଉଠାଇଥିଲେ ।ଏହି ଶିବିରରେ ସେମାନଙ୍କର ମାଗଣାରେ ବ୍ଲଡପ୍ରେସର, ଇସୀଜି,  ଡାଇବେଟିସ ପରୀକ୍ଷଣ ସହ ଡାକ୍ତରୀ ପରାମର୍ଶ ଓ ଫିଜିଓଥେରାପି ପରାମର୍ଶ ଯୋଗାଇ ଦିଆଯାଇଥିଲା।

ଉକ୍ତ ଶିବିରରେ ଡ ଅନୁପ କୁମାର ମହାନ୍ତି ଡାକ୍ତରୀ ପରାମର୍ଶ ଏବଂ ଡ ସିପ୍ରାରଣୀ ପାତ୍ର ଫିଜିଓ ଥେରାପୀ ପରାମର୍ଶ ପ୍ରଦାନ କରିଥିଲେ।ଉକ୍ତ ଶିବିର କୁ ଡ ପ୍ରୀତମ ମାହାପାତ୍ର ଏବଂ ରାଜୀବ ମହାନ୍ତି ପରିଚାଳନା କରିବା ସହିତ ସଂସ୍ଥାର ସମସ୍ତ ସଦସ୍ୟ ମାନେ ସହଯୋଗ କରିଥିଲେ


ଡ଼ତା୨୯/୦୮/୨୦୨୬ରିଖ ରେ ନୟାଗଡ଼ ସ୍ତିଥ ପ୍ରିୟଦିନି ଫାଉଣ୍ଡେସନ ଠାରେ କୁରେବେ ର ମିଳିତ ଆନୁକୁଲ୍ୟରେ ଏକ ମାଗଣା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଥିଲା।ଉକ୍ତ ଶିବିରରେ ନୟାଗଡ ଜିଲ୍ଲା ର ବିଭିନ୍ନ ସ୍ଥାନରୁ ୩୪ ଜଣ ହିତାଗ୍ରହି ଯୋଗଦାନ କରି ସ୍ୱାସ୍ଥ୍ୟ ସେବା ର ଲାଭ ଉଠାଇଥିଲେ ।ଏହି ଶିବିରରେ ସେମାନଙ୍କର ମାଗଣାରେ ବ୍ଲଡପ୍ରେସର, ଇସୀଜି, ଡାଇବେଟିସ ପରୀକ୍ଷଣ ସହ ଡାକ୍ତରୀ ପରାମର୍ଶ ଓ ଫିଜିଓଥେରାପି ପରାମର୍ଶ ଯୋଗାଇ ଦିଆଯାଇଥିଲା।

ଉକ୍ତ ଶିବିରରେ ଡ ଅନୁପ କୁମାର ମହାନ୍ତି ଡାକ୍ତରୀ ପରାମର୍ଶ ଏବଂ ଡ ସିପ୍ରାରଣୀ ପାତ୍ର ଫିଜିଓ ଥେରାପୀ ପରାମର୍ଶ ପ୍ରଦାନ କରିଥିଲେ।ଉକ୍ତ ଶିବିର କୁ ଡ ପ୍ରୀତମ ମାହାପାତ୍ର ଏବଂ ରାଜୀବ ମହାନ୍ତି ପରିଚାଳନା କରିବା ସହିତ ସଂସ୍ଥାର ସମସ୍ତ ସଦସ୍ୟ ମାନେ ସହଯୋଗ କରିଥିଲେ।।

ମଣିଭଦ୍ରା ଖବର,ନୟାଗଡ

Post a Comment

Previous Post Next Post
Header ADS