SIR ପାଇଁ ୧୦ବରିଷ୍ଠ IAS ନିଯୁକ୍ତ ।
ଓଡ଼ିଶାରେ SIR ପାଇଁ ୧୦ ବରିଷ୍ଠ IAS ଅଧିକାରୀ ନିଯୁକ୍ତ ।
ଭୋଟର ତାଲିକା ପର୍ଯ୍ୟବେକ୍ଷକ' ଭାବେ ନିଯୁକ୍ତ ହେଲେ ୧୦ IAS ।
IAS ରାଜେଶ ପ୍ରଭାକର ପାଟିଲ, ଅରବିନ୍ଦ ଅଗ୍ରୱାଲ, ବଲୱନ୍ତ ସିଂହଙ୍କୁ ଦାୟିତ୍ବ ।
ବି. ପରମେଶ୍ୱରନ, ବିଜୟ କେତନ ଉପାଧ୍ୟାୟ, ପ୍ରସନ୍ନ ରେଡ୍ଡୀ, ସୁଧାଂଶୁ ସାମଲ ।
ରଶ୍ମିତା ପଣ୍ଡା, ମହମ୍ମଦ ସାଦିକ ଆଲମ, ସଂଗ୍ରାମ କେଶରୀ ମହାପାତ୍ରଙ୍କୁ ଦାୟିତ୍ବ ।
ନିଯୁକ୍ତ ୧୦ ଆଇଏଏସ୍ଙ୍କୁ ଦିଆଗଲା ବିଭିନ୍ନ ଜିଲ୍ଲା ଦାୟିତ୍ବ ।
ଦାୟିତ୍ୱ ଦିଆଯାଇଥିବା ନିଜ ଜିଲ୍ଲାକୁ ଅତିକମ୍ରେ ୩ ଥର ଗସ୍ତ କରିବେ ।
୩ ଥର ଗସ୍ତ କରି ସ୍ଥିତି ସମୀକ୍ଷା କରିବେ IAS ଅଧିକାରୀ ।
କେବଳ ଜିଲ୍ଲା ମୁଖ୍ୟାଳୟରେ ଗସ୍ତକୁ ସୀମିତ ରଖିବେନି ।
*ବିଭିନ୍ନ ବିଧାନସଭା ମଣ୍ଡଳୀର ମତଦାନ କେନ୍ଦ୍ର ପରିଦର୍ଶନ କରିବେ*।
*ସାଂସଦ, ବିଧାୟକ ଓ ରାଜନୈତିକ ଦଳର ପ୍ରତିନିଧିଙ୍କୁ ନେଇ ବୈଠକ କରିବେ*।
*ସେମାନଙ୍କର ଅଭିଯୋଗ ଓ ସମସ୍ୟା ଶୁଣିବା ସହ ସହଯୋଗ ଲୋଡ଼ିବେ*।
ସାଧାରଣ ଲୋକଙ୍କୁ ମଧ୍ୟ ପର୍ଯ୍ୟବେକ୍ଷକଙ୍କୁ ସାକ୍ଷାତ କରିବାର ସୁଯୋଗ ଦିଆଯିବ ।
ପର୍ଯ୍ୟବେକ୍ଷକଙ୍କର ଗସ୍ତ ସୂଚୀ, ଟେଲିଫୋନ/ମୋବାଇଲ୍ ନଂ ପ୍ରଚାର ଓ ପ୍ରସାର କରାଯିବ ।
*ଯେପରି ସାଧାରଣ ଲୋକେ ସହଜରେ ଯୋଗାଯୋଗ କରିବାର ସୁଯୋଗ ପାଇବେ*।
*ସମୀକ୍ଷା ପରେ ସମସ୍ତ ପର୍ଯ୍ୟବେକ୍ଷକ CEOଙ୍କୁ ବିସ୍ତୃତ ରିପୋର୍ଟ ଦେବେ*।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


إرسال تعليق